ବଲାଙ୍ଗୀର,୨୫/୭(ଦେବବ୍ରତ ଗୁରୁ) : କୁଡ଼ାସିଂହା ଗ୍ରାମରେ ୫ଟି ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ଥିଲା ଓ ଏକ ଗାଈ ଏଥିରେ ଲାଗି ତାର ଜୀବନ ଚାଲି ଯାଇଥିଲା । ଆଗାମୀ ବିପଦକୁ ଅନୁଭବ କରି ମାହେଶ୍ୱରୀ ଆଉ ଯେପରି ଧନ ଜୀଵନ ନଷ୍ଟ ନ ହେଉ,ସେଥିପାଇଁ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ରଞ୍ଜନ ନାୟକ ବିଦ୍ୟୁତ ବିଭାଗ ବଲାଙ୍ଗୀରଙ୍କୁ ତାର ବାଡ଼ ଘେରାଉ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲୁ ଓ ଯନ୍ତ୍ରୀ ମହୋଦୟ ମଧ୍ୟ ଏହାକୁ ଶୀଘ୍ର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ଆଜି ତାହା ପୂରଣ କରିଥିବାରୁ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ରଞ୍ଜନ ନାୟକ ଓ ଶ୍ରୀ ଶିରିସ ଚନ୍ଦ୍ର ହୋତା ମ୍ୟାନେଜର ଲିଗାଲଙ୍କୁ ମାହେଶ୍ୱରୀ ତରଫରୁ ବହୁତ ଧନ୍ୟବାଦ।






















