Friday, September 18, 2026
ADVERTISEMENT
Home ଜିଲ୍ଲା ଆମ୍ବୁଲାନ୍ସ ପାଇଁ ବିଧାୟକଙ୍କ ଠାରେ ଦାବି

ଆମ୍ବୁଲାନ୍ସ ପାଇଁ ବିଧାୟକଙ୍କ ଠାରେ ଦାବି

213
ADVERTISEMENT

ବଲାଙ୍ଗୀର,୨୪/୭(ସୁନୀଲ ତ୍ରିପାଠୀ ) : ଗତକାଲି ଲୋଇସିଂହାର ସ୍ବେଛାସେବୀ ସଂଗଠନ ମାହେଶ୍ୱରୀ ଲୋଇସିଂହା ପକ୍ଷରୁ ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଲୋଇସିଂହା ଡାକ୍ତରଖାନାକୁ ଏକ ଆମ୍ବୁଲାନ୍ସର ଯୋଗେଇ ଦେବାକୁ ଦାବୀପତ୍ର ପ୍ରଦାନ କରିଥିଲେ, ଏଥିରେ ସଙ୍ଗଠନର ସଭାପତି ଶ୍ରୀ ଦେବାଶିଷ ବିଶୋଇ ଏବଂ ଅନ୍ୟ ସଦସ୍ୟଗଣ ଅଂଶ ଗ୍ରହଣ କରିଥିଲେ l

Advertisement