Friday, September 18, 2026
ADVERTISEMENT
Home ଜିଲ୍ଲା ଲାନ୍ଥ ନଦୀ ଉପରେ ସେତୁ ନିର୍ମାଣ ପାଇଁ ରାଜ୍ଯ ସରକାରଙ୍କୁ ପ୍ରସ୍ତାବ

ଲାନ୍ଥ ନଦୀ ଉପରେ ସେତୁ ନିର୍ମାଣ ପାଇଁ ରାଜ୍ଯ ସରକାରଙ୍କୁ ପ୍ରସ୍ତାବ

230
ADVERTISEMENT

ବଲାଙ୍ଗୀର,୨୨/୦୭(ଦେବବ୍ରତ ଗୁରୁ) : ମୁରିବାହାଲ ବ୍ଲକ ବାସିନ୍ଦାଙ୍କ ଅନୁରୋଧ କ୍ରମେ ଇଛାପଡା ପଞ୍ଚାୟତ ର କତରଲଗା ଗ୍ରାମରୁ ପାଟଣାଗଡ଼ ବ୍ଲକ ଧୁମାଭଟା ପଞ୍ଚାୟତକୁ ଯୋଗାଯୋଗ ପାଇଁ ଲାନ୍ଥ ନଦୀ ଉପରେ ସେତୁ ନିର୍ମାଣ ପାଇଁ ରାଜ୍ଯ ସରକାରଙ୍କୁ ପ୍ରସ୍ତାବ ଦେବା ସହିତ ସେହି ଅଞ୍ଚଳ ପରିଦର୍ଶନ କଲେ ପୁର୍ବତନ ବଲାଙ୍ଗିର ଲୋକସଭା ସାସଂଦ ତଥା ବିଜୁ ଜନତା ଦଳର ବରିଷ୍ଠ ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ତାଙ୍କ ସହିତ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଅଜୟ ଦାଶ ବ୍ଲକ ଅଧ୍ଯକ୍ଷ ହଂସରାଜ ଜୈନ ବ୍ଲକ ଉପାଧ୍ଯକ୍ଷା ସୁନ୍ଦରମତି ବାଗ ପୁର୍ବତନ ଉପାଧ୍ୟକ୍ଷ ମହେଶ ପଟେଲ ଯୁବନେତା ମାନସ କମାରୀ ଓ ବ୍ଲକର ଅନ୍ଯାନ୍ଯ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Advertisement