Friday, September 18, 2026
ADVERTISEMENT
Home ଜିଲ୍ଲା ଶାନ୍ତିଙ୍କୁ ସାହାଯ୍ୟର ହାତ ବଢାଇଲା ଲୋଇସିଂହା ମାହେଶ୍ୱରି ସଂଗଠନ

ଶାନ୍ତିଙ୍କୁ ସାହାଯ୍ୟର ହାତ ବଢାଇଲା ଲୋଇସିଂହା ମାହେଶ୍ୱରି ସଂଗଠନ

206
ADVERTISEMENT

ବଲାଙ୍ଗୀର,୧୫/୭(ସୁନୀଲ ତ୍ରିପାଠୀ): ଆଜି ସକାଳ ରେ ଆମ ଲୋଇସିଂହା ସରପଞ୍ଚ ଙ୍କ ଠାରୁ ଖବର ପାଇଳୁ ଯେ ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତର ଖପର ଭାଙ୍ଗି ଯାଇଥିବାରୁ ପାଣି ଗଳୁଛି,ଏହି ଖବର ପାଇ ଆମ ଲୋଇସିଂହା ମାହେଶ୍ୱରି ସଂଗଠନ ସଦସ୍ୟ ମାନେ ସେଠକୁ ଗଲା ପରେ ଯାଣିଳୁ ଯେ କେତେ ବର୍ଷ ପୂର୍ବ ରୁ ଶାନ୍ତିଙ୍କ ସ୍ବାମୀର ଦେହାନ୍ତ ହୋଇଯାଇଛି । ଘରେ ଶାନ୍ତିଙ୍କ ଛଡା ଗୋଟିଏ ପୂଅ ଏବଂ ଦୁଇଟି ଝିଅ । ବହୁତ ଅସୁବିଧାରେ ଶାନ୍ତି ତାଙ୍କ ଘରକୁ ଚଳାଉଥିବା ବେଳେ ଏବେ ତାଙ୍କ ବଡ ଝିଅକୁ ପାଠ ପଢାଇ ବାର ଚିନ୍ତା ମଧ୍ୟ ଘାରିଛି।
ଆଜି ଲୋଇସିଂହା ମାହେଶ୍ୱରି ସଂଗଠନ ର ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ପାଳ ଦ୍ୱାରା ଘର ମରାମତି କଲେ , ଏବଂ ତାଙ୍କ ଝିଅ କେମିତି ଆଗକୁ ପାଠ ପଢିବ ତାହା ମଧ୍ୟ ମାହେଶ୍ୱରି ସଂଗଠନ ବୁଝିବ। ଆଜି ଲୋଇସିଂହା ସରପଞ୍ଚ ଶାନ୍ତି ପଧାନକୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି।

Advertisement