Friday, September 18, 2026
ADVERTISEMENT
Home ଜିଲ୍ଲା ଟ୍ରାଫିକ ସିଗ୍ନାଲ ଓ ବିଦ୍ୟୁତ ଖୁଣ୍ଟ ଅବ୍ୟବସ୍ଥା ଘେରରେ

ଟ୍ରାଫିକ ସିଗ୍ନାଲ ଓ ବିଦ୍ୟୁତ ଖୁଣ୍ଟ ଅବ୍ୟବସ୍ଥା ଘେରରେ

238
ADVERTISEMENT

ବଲାଙ୍ଗୀର,୧୨/୭,( ସୁନୀଲ ତ୍ରିପାଠୀ ) :ବଲାଙ୍ଗିର ସହରରେ ଟ୍ରାଫିକ ବ୍ୟବସ୍ଥା କୁ ଆଖିଆଗରେ ରଖି ପୂର୍ବତନ ସାଂସଦ ପାଣ୍ଠିରୁ ଖର୍ଚ୍ଚ ହୋଇ ସିଗନାଲ୍ ପୋଷ୍ଟ୍ ସବୁ ଲଗାଯାଇଥିଲା। ସମୟ ବିତିଯାଉଛି, କିନ୍ତୁ ଏ ସବୁର ରକ୍ଷଣା ବେକ୍ଷଣକୁ ବୋଧ ହୁଏ କାହାର ଧ୍ୟାନ ନାହିଁ। ଲକ୍ ଡାଉନ୍ ସମୟକୁ ସଦଉପଯୋଗ କରି ସମସ୍ତ ସିଗନାଲ୍ ପୋଷ୍ଟ୍, ଓହଳି ପଡିଥିବା ବିଦ୍ୟୁତ ତାର ଏମିତି ଅନେକ ଛୋଟ ଛୋଟ ଅସୁବିଧାକୁ ସମାଧାନ କଲେ ଆଗାମୀ ଦୁର୍ଘଟଣାକୁ ରୋକା ଯାଇ ପାରନ୍ତା।

Advertisement