Friday, September 18, 2026
ADVERTISEMENT
Home ଜିଲ୍ଲା ରାୟଗଡା ଓଭର ବ୍ରିଜ୍ ରାସ୍ତା କାମ ନିମ୍ନ ମାନର

ରାୟଗଡା ଓଭର ବ୍ରିଜ୍ ରାସ୍ତା କାମ ନିମ୍ନ ମାନର

269
ADVERTISEMENT

ରାୟଗଡ଼ା ,୯/୭(ଦରା କଣ୍ଡାଗରୀ) : ରାୟଗଡ଼ା ଜିଲ୍ଲାର ଟାଉନ ଭିତରେ ଥିବା ଓଭର ବ୍ରିଜ୍ ପିଚୁ ରାସ୍ତା ବର୍ଷକୁ ଦୁଇଥର ରାସ୍ତା କାମର ମୋରାମତି କରାଯାଉଛି। ତଥାପି ରାସ୍ତା ବାରମ୍ବାର ଖରାପ ‌ହେଉଥିବାରୁ। ସରକାରୀ ଟଙ୍କାରେ ଠିକ୍ ଭାବରେ ଠିକ୍ କାମ କରାଯାଉ ବୋଲି ,ଭାରତ ଗଣତାନ୍ତ୍ରିକ ଯୁବ ଫେଡରସନ୍ ଜିଲ୍ଲା ସଭାପତି ଓ ଗ୍ରାମବାସୀଙ୍କ ଦାବି ହୋଇଛି । ଜାତୀୟ ରାଜପଥ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି କରିଛନ୍ତି। ଏବଂ ଏହି ରାସ୍ତା କାମର ତୁରନ୍ତ ମରାମତି କାର୍ଯ୍ୟକାରୀ କରାଯାଉ ବୋଲି କହିଛନ୍ତି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଛି ।

Advertisement