ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

553
Dr Syama Prasad Mookerjee (Image Credit: BJP.org)
ADVERTISEMENT

ନୂଆଦିଲ୍ଲୀ: ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । “ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ମୁଁ ନତମସ୍ତକ ହେଉଛି । ଜଣେ ଦେଶ ଭକ୍ତ ଭାବରେ ଭାରତର ବିକାଶରେ ତାଙ୍କର ଦୃଷ୍ଟାନ୍ତମୂଳକ ଅବଦାନ ରହିଛି । ଭାରତର ଏକତାକୁ ସୁଦୃଢ଼ କରିବା ପାଇଁ ସେ ସାହାସିକ ଉଦ୍ୟମ କରିଥିଲେ । ତାଙ୍କର ଚିନ୍ତା ଓ ଆଦର୍ଶ ଅସଂଖ୍ୟ ଦେଶବାସୀଙ୍କୁ ଶକ୍ତି ଯୋଗାଇବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisement