Friday, September 18, 2026
ADVERTISEMENT
Home ଜିଲ୍ଲା ଦୁର୍ଘଟଣା ଗ୍ରସ୍ଥଙ୍କୁ ସହଯୋଗର ର ହାତ ବଢ଼ାଇଲେ ବିଗହୁମେନ ଫାଉଣ୍ଡେସନ

ଦୁର୍ଘଟଣା ଗ୍ରସ୍ଥଙ୍କୁ ସହଯୋଗର ର ହାତ ବଢ଼ାଇଲେ ବିଗହୁମେନ ଫାଉଣ୍ଡେସନ

252
ADVERTISEMENT

ବଲାଙ୍ଗୀର,୦୬.୦୭(ଦେବବ୍ରତ ଗୁରୁ): ଗତକାଲି ରାତି ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ପୁଅ ସହ ସୋନପୁର ରୁ ବଲାଙ୍ଗୀର ଆସୁଥୁଲେ ରଣ୍ଡା ଠାରେ ସଡକ ଦୁର୍ଘଟଣା ଘଟି ତାଙ୍କ ସ୍ତ୍ରୀ ଏବଂ ପୁଅ ଆହତ ହୋଇ ପଡି ରହିଥିଲେ ନିରୁପାୟ ହୋଇ ବ୍ୟକ୍ତି ଜଣକ ଥିଲେ।ଏହି ସମୟରେ ଦେବଦୂତ ସାଜି ସହଯୋଗ ର ହାତ ବଢ଼ାଇଲେ ବିଗହୁମେନ ଫାଉଣ୍ଡେସନ ପୁଇଁତଳା ବ୍ଲକ ସଂଯୋଜକ ରୋସନ ସେବକ ତତକ୍ଷଣତା ଆମ୍ବୁଲାନ୍ସ ଡାକି ତାଙ୍କୁ ହସ୍ପିଟାଲ ରେ ଭର୍ତି କରି ଥିଲେ ପରେ ଆମ ସକ୍ରିୟ ସଦସ୍ୟ ତାପସ ରଜନ ମହାନ୍ତି ପହଞ୍ଚି ସହଯୋଗ କରିଥିଲେ। ଏବେ ମା ଶିଶୁ ଭଲ ଅଛନ୍ତି ।

Advertisement