Friday, September 18, 2026
ADVERTISEMENT
Home ଜିଲ୍ଲା ଟିଟିଲାଗଡରେ କୋଭିଡ ୧୯ ର ନିର୍ଦେଶନାମ

ଟିଟିଲାଗଡରେ କୋଭିଡ ୧୯ ର ନିର୍ଦେଶନାମ

200
ADVERTISEMENT

ବଲାଙ୍ଗୀର, ୬ା୭ (ଡ଼ି.ଏଚ): ଟିଟିଲାଗଡ ଉପ ଜିଲ୍ଲାପାଳ ତରଫରୁ ଆଜି ଏକ ନିର୍ଦେଶନାମ। ଜାରୀ କରିଛନ୍ତି;ଏହି ନିର୍ଦେଶନାମ।ରେ ସେ ସମସ୍ତ ବ୍ଯବସାୟୀକ ପ୍ରତିଷ୍ଠାନ କୋଭିଡ- 19 ର ନିୟମାବଳୀକୁ ପାଳନ କରିବାସହ, ସାମାଜିକ ଦୁରତା, ମାସ୍କ, ସାନିଟାଇଜର ଇତ୍ୟାଦି କୁ ଗୁରୁତ୍ବ ଦେବେ, ଦୋକାନୀ ନିଜେ ମଧ୍ୟ ମାସ୍କ ପିନ୍ଧିବେ, ନିୟମ ଅମାନ୍ଯ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ।ସମସ୍ତ ଙ୍କୁ ମଧ୍ୟ ରାତ୍ରୀ କାଳୀନ କର୍ଫ୍ଯୁ ଆଇନ ପାଳନ କରିବାକୁ କୁହାଯାଇଛି ।

Advertisement