Friday, September 18, 2026
ADVERTISEMENT
Home କନ୍ଧମାଳ ବିଡ଼ିଓ ଓ ସରପଞ୍ଚଙ୍କୁ ପ୍ରଶଂସା କରି, ସଂଘରୋଧ ଗୃହରୁ ଘରକୁ ଫେରିଲେ ପ୍ରବାସୀ

ବିଡ଼ିଓ ଓ ସରପଞ୍ଚଙ୍କୁ ପ୍ରଶଂସା କରି, ସଂଘରୋଧ ଗୃହରୁ ଘରକୁ ଫେରିଲେ ପ୍ରବାସୀ

975
ADVERTISEMENT

କନ୍ଧମାଳ,୧୫-୦୬(ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ବ୍ଲକ ସୁଡ୍ରା ସଂଘ ରୋଧ ଗୃହରୁ ନିଜ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ ଏହି ପ୍ରବାସୀ ତାମିଲନାଡୁରୁ ଫେରି ୧୪ ଦିନ ସଂଘ ରୋଧ ଗୃହରେ ରହିବା ପରେ ନିଜ ଘର ପକାରୀ, ବଉଦିଙ୍ଗିଆ, ରୁତୁଙ୍ଗିଆ ଗ୍ରାମ ଫେରି ଥିଲେ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ଓ ସରପଞ୍ଚ ନରସିଂହ ମଳିକଙ୍କୁ ବହୁତ ପ୍ରଶଂସା କରିବା ସହ ଧନ୍ୟବାଦ ଜଣେଇଥିଲେ ଆହୁରି କହିଛନ୍ତି ଖାଇବା ଠିକ ସମୟରେ ଦେଉଥିଲେ ଆମର ଏହି ୧୪ ଦିନ ଆମ ଘର ମାନଙ୍କରେ ଏଭଳି ସୁବିଧା ପାଇବୁ ନାହିଁ |

Advertisement