Saturday, September 12, 2026
ADVERTISEMENT
Home ଆଞ୍ଚଳିକ ବଡ଼ଭାଇ ଓ ତାଙ୍କ ପୁଅକୁ ଟାଙ୍ଗିଆରେ ହାଣିଲା ସାନ ଭାଇ।

ବଡ଼ଭାଇ ଓ ତାଙ୍କ ପୁଅକୁ ଟାଙ୍ଗିଆରେ ହାଣିଲା ସାନ ଭାଇ।

1
ADVERTISEMENT

କନ୍ଧମାଳ,୧୨।୦୯ (ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ସଦର ଥାନା ସୁଡ୍ରୁକୁମ୍ପା ପଞ୍ଚାୟତ ସରକେସରୁ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ଭାଇ ଓ ତାଙ୍କ ପୁଅକୁ ଟାଙ୍ଗିଆରେ ହାଣିଲା ସାନ ଭାଇ। ବଡ଼ଭାଇ ରତ୍ନାକରଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ପୁଅ ଶିବ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର l ଏବଂ ସଦର ଥାନା ପୋଲିସ ହତ୍ୟାକାରୀ ଭାଇ ରବୀନ୍ଦ୍ର ମାଝୀକୁ ଗିରଫ କରି ଟାଙ୍ଗିଆକୁ ଜବତ କରିଛି ।

Advertisement