କନ୍ଧମାଳ,୧୯/୦୮(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ସିକନବାଡ଼ି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ନିଜ ପିଉସାଙ୍କୁ ପିଟିପିଟି ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଦୁଇ ପୁତୁରା ସଞ୍ଜୟ ଦିଗାଲ ଓ ସିଦ୍ଧାନ୍ତ ଦିଗାଲ। ମୃତକ ପିଉସା ମିଶ୍ର ପ୍ରଧାନ ହୋଇଥିବାବେଳେ ପୁଲିସ ଦୁଇ ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟଚାଲାଣ କରିଛି।

















