ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

1
ADVERTISEMENT

ବ୍ରହ୍ମପୁର,୧୯/୦୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ ନେଇ କିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ l ଦୁର୍ବୃତ୍ତମାନେ ସର୍ବବସମ୍ମୁଖରେ ଉମେଶ ରଥ ନାମକ ଜଣେ ଯୁବକଙ୍କୁ ତଳେ ପକାଇ ଠେଙ୍ଗା ସାହାର୍ଯ୍ୟରେ ଆକ୍ରମଣ କରିଥିଲେ। ଓ ଯୁବକଙ୍କୁ ବଞ୍ଚାଇବା ପାଇଁ ସେଠାରେ ଥିବା ଯୁବତୀ ଜଣକ ଚେଷ୍ଟା କରୁଥିବା ଭିଜୁଆଲରୁ ଦେଖାଯାଉଛି। କିଛି ସମୟପରେ ସେମାନଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରୁ ପୁଲିସ ପହଞ୍ଚି ତଦନ୍ତ ଜାରି କରିଥିଲା । ଆକ୍ରମଣକାରୀମାନେ ହେଲେ ଦୁଇ ଭାଇ ହିଲପାଟଣାର ମୁକେଶ କୁମାର ସାହୁ ଓ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ l

Advertisement