ବଲାଙ୍ଗୀର,୦୯-୦୬(ସୁନୀଲ ତ୍ରିପାଠୀ): ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ମଦ କରବାର l ପାଟଣାଗଡ ପୋଲିସ ପୁଣି ୭୮୦ ବୋତଲ ବିଦେଶୀ ମଦ ଜବତ କରିବା ସହିତ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି l ପ୍ରତିଦିନ ପୋଲିସ ସହ ସହ ଲିଟର ମଦ ଜବତ କରିବା ସହିତ ବେଆଇନ ମଦ ବେପାରୀଙ୍କୁ ଗିରଫ କରୁଛି l ଏହା ସତ୍ୱେ ମଧ୍ୟ ବେଆଇନ ନିଶା କରବାର ବନ୍ଦ ହେବା ନା ନେଉନି l




















