Friday, September 18, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀର ଚା’ ବ୍ୟବସାୟିଙ୍କୁ ଜିଲ୍ଲାପାଳଙ୍କ ତରଫରୁ ରିଲିଫ୍ ସହାୟତା ପ୍ରଦାନ

ବଲାଙ୍ଗୀର ଚା’ ବ୍ୟବସାୟିଙ୍କୁ ଜିଲ୍ଲାପାଳଙ୍କ ତରଫରୁ ରିଲିଫ୍ ସହାୟତା ପ୍ରଦାନ

209
ADVERTISEMENT

ବଲାଙ୍ଗୀର୨-୬(ଦେବବ୍ରତ ଗୁରୁ): ସୋମବାର ଦିନ ଉପଜିଲ୍ଲାପାଳ ଶ୍ରୀ ସଞ୍ଜୟ କୁମାର ମିଶ୍ର ଏବଂ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ବିହାରୀ ଦୀପ୍ ମହୋଦୟକ ଉପସ୍ଥିତିରେ ଆମ ବଲାଙ୍ଗୀର ଚା ବ୍ୟବସାୟିକୁ ରିଲିଫ୍ ସହାୟତାର ୨ୟ ପର୍ଯ୍ୟାୟ ରେ ୩୦୦ ରୁ ୫୦ ଜଣ, ମୋଟ ୧୦୦ ଜଣଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରାଗଲା। ସେଥିପାଇଁ ସୋମନାଥ ସାହୁ (ରବି ଚା ଦୋକାନ୍) ଚା ବ୍ଯବସାୟୀ ମାନଙ୍କ ତରଫରୁ ଉପଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

Advertisement