Thursday, September 24, 2026
ADVERTISEMENT
Home କନ୍ଧମାଳ ଅଳ୍ପ ବୟସର ଯୁବକ ମାନଙ୍କ ମତି ଭ୍ରଷ୍ଟଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଅଳ୍ପ ବୟସର ଯୁବକ ମାନଙ୍କ ମତି ଭ୍ରଷ୍ଟଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

444
ADVERTISEMENT

କନ୍ଧମାଳ,୩୦-୫(ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ବ୍ଲକର ସୁଡ୍ରା ପଞ୍ଚାୟତ ଜାର୍ଗି ଗ୍ରାମର ଏକ ଅଳ୍ପ ବୟସ ଯୁବକ ତାଙ୍କ ଭଉଣୀ ଆସିବା ଖୁସିରେ ମଦ୍ୟ ପାନ କରି ତୁମୁଳ କାଣ୍ଡ କରିବାସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାରୁ ଗ୍ରାମର କିଛି ଲୋକ ଓ ତାଙ୍କ ଘର ଲୋକ ମିଶି ଯୁବକର ହାତ ଗୋଡ଼ ବାନ୍ଧି ଦଣ୍ଡ ଦେବା ସହ ବୁଝାଉଛନ୍ତି ମଦ୍ୟ ପାନ ନ କରିବା ପାଇଁ ଏପଟେ ସରକାର କହୁଛନ୍ତି ମଦ ପିଅନ୍ତୁ ମଦ ପିଇବା ପରେ ଏମିତି ଘଟଣାକୁ ଦେଖି ସରକାର ଚିନ୍ତା କରନ୍ତୁ ମଦ ପିଇଲେ କେତେ ଭଲ କେତେ ଖରାପ ମଦ ଯୋଗୁଁ କିଛି ଯୁବକ ମତିଭ୍ରଷ୍ଟ ହୋଇ ଖରାପ ବାଟକୁ ଚାଲି ଯାଉଛନ୍ତି ଗ୍ରାମବାସୀଙ୍କ ଅଭିଯୋଗ ମଦକୁ ସରକାର ବନ୍ଦ କରାନ୍ତୁ l

Advertisement