Friday, November 6, 2026
ADVERTISEMENT
Home ବଲାଙ୍ଗୀର ପୋଜିଟିଭ ଡାକ୍ତରୀ ଛାତ୍ରୀ ଙ୍କ ସମସ୍ତଙ୍କ ପରିବାର ର ସ୍ୱାବ ଟେଷ୍ଟ ନେଗେଟିଭ ଆସିଛି

ପୋଜିଟିଭ ଡାକ୍ତରୀ ଛାତ୍ରୀ ଙ୍କ ସମସ୍ତଙ୍କ ପରିବାର ର ସ୍ୱାବ ଟେଷ୍ଟ ନେଗେଟିଭ ଆସିଛି

235
ADVERTISEMENT

ବଲାଙ୍ଗୀର,୩୦-୦୫(ସୁନୀଲ ତ୍ରିପାଠୀ): କିନ୍ତୁ କିଛି ଗ୍ରାମବାସୀ ସତ୍ୟତା ନ ଜାଣିଶୁଣି ଜଣେ ଡାକ୍ତରୀ ଛାତ୍ରୀ ଓ ସରପଞ୍ଚ ଙ୍କୁ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବଦନାମ କରିବାର ଲାଗି କିଛି ଲୋକ ଚେଷ୍ଟା କଲେ । ସରକାରୀ ନିୟମ କାନୁନ କେ ମାନି କରି ଦିଲ୍ଲୀରୁ ଫେରିଲା ପରେ ହୋମ କୋରେନଟାଇନରେ ଥିଲେ ଡାକ୍ତରୀ ଛାତ୍ରୀ ,ଏବଂ ଘର ଭିତରେ ତାଙ୍କର ରହିବା ଏବଂ ଖାଇବାର ପାଇଁ ସମ୍ପୂର୍ଣ ଅଲଗା ବ୍ୟବସ୍ତା ଥିଲା , ଏମିତି କି ତାଙ୍କ ପାଇଁ ଶୌଚାଳୟ ର ମଧ୍ୟ ବ୍ୟବସ୍ତା ଅଲଗା କରାଯାଇଥିଲା । ତାଙ୍କର ସ୍ୱାବ ଟେଷ୍ଟ ଲାଗି ଯାଇଥିଲା । ରିପୋର୍ଟ ପୋଜିଟିଭ ଆଇଲା ପରେ ପଲିଟିକାଲ ଇସ୍ୟୁ କରି କରି କିଛି ଲୋକ ହଙ୍ଗାମା କଲେ । ହୋମକୋରେନଟାଇନ ନିୟମ କେ ନାଇ ମାନୁଥାଇ ବୋଲି ପ୍ରଚାର କଲେ । ହେଲେ ଆଜି ଯେତେବେଲେ ଡାକ୍ତରୀ ଛାତ୍ରୀଙ୍କର ପରିବାର ଲୋକଙ୍କର ସ୍ୱାବ ଟେଷ୍ଟିଂ ରିପୋର୍ଟ ନେଗେଟିଭ ଆସିଲା, ସେମାନଙ୍କର ମୁଁହ ବନ୍ଦ । ହୋମକୋରେନଟାଇନ ନିୟମ ମାନୁଥିଲେ ବୋଲି କାହାକୁ କରୋନା ସଂକ୍ରମିତ ହୋଇ ପାରିଲା ନାହିଁ । କରୋନା ଆକ୍ରାନ୍ତ ପରିବାର କେତେଜଣ ହିସାବ ମାନସୀକ ନିର୍ଯ୍ୟାତନା ଦେଇଛନ୍ତି , ବଦନାମ କରିଛନ୍ତି , ହେନ୍ତା ଭୁଲ ଆଉ କାହାର ପରିବାର ସଙ୍ଗେ ନାଇଁ ହେବାର କଥା। ଆମେ ସମସ୍ତେ ଭାଇ ବନ୍ଧୂ କୁଟୁମ୍ୱ ଆଏ । ନିଜର ନିଜର ଭିତରେ ଏନ୍ତା ହିଂସା ଅହଂକାର ନାଇ ହେବାର କଥା।

Advertisement