

କନ୍ଧମାଳ,୨୮-୦୫(ସୁରେଶ କୁମାର ପଣ୍ଡା): କନ୍ଧମାଳ ଜାତୀୟ ରାଜପଥ ଏନଏଚ59ରେ ଏକ ମର୍ମାଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି ଏହି ଦୁର୍ଘଟଣା ତୁମୁଡ଼ିବନ୍ଧ ବ୍ଲକ ଡ଼ଡ଼ଙ୍ଗ ଗ୍ରାମରେ ଘଟିଛି ଦୀନବନ୍ଧୁ ପାତ୍ର ଜଲେଶପଟା ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଭାଇ ଘରକୁ ଯିବାସମୟରେ ଏକ ଅଟୋ ନମ୍ବର ଓ ଡି୧୨ସି୬୯୫୭ସହ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ମୃତ୍ୟୁ କରିଥିବା ଜଣକ ବାଲିଗୁଡ଼ା ବ୍ଲକ ବାରଖମା ଗ୍ରାମର ବୋଲି ଜଣାପଡ଼ିଛି ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଓଆଇସି ପହଞ୍ଚି ଶବକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବବ୍ୟବଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି l




















