Friday, November 6, 2026
ADVERTISEMENT
Home ବଲାଙ୍ଗୀର ସଂଗରୋଧକେନ୍ଦ୍ର ରେ ଶଯ୍ୟା ର ଅଭାବ

ସଂଗରୋଧକେନ୍ଦ୍ର ରେ ଶଯ୍ୟା ର ଅଭାବ

213
ADVERTISEMENT

ବଲାଙ୍ଗୀର,୨୮-୦୫(ସୁନୀଲ ତ୍ରିପାଠୀ): ସଙ୍ଗରୋଧକେନ୍ଦ୍ରରେ ଶଯ୍ୟାର ଅଭାବ, ଆରମ୍ଭ ହେଲାଣି ଏବେ କିଛି ଆସିଛନ୍ତି ପ୍ରବାସୀଶ୍ରମିକ, ଆଉ ପୁଣି କେତେ ଆସିବେ | ୨୫ ହଜାର ଶଯ୍ୟାର ବ୍ୟବସ୍ଥା, ବଲାଙ୍ଗୀରେ କରା ଯାଇଛି ରହିବା ସଂଖ୍ୟାରୁ ଶଯ୍ୟାର ସଂଖ୍ୟା, କମ ହେବାରେ ଲାଗିଛି |ହଜାର ହଜାର ପ୍ରବାସୀ ଲୋକ, ପୁଣି ଆଗମନ କରିବେ ଆସିଲେ ସେମାନେ ସଙ୍ଗରୋଧରେ,କିପରି କେଉଁଠି ରହିବେ | ସଙ୍ଗରୋଧର ବ୍ୟବସ୍ଥାକୁ ନେଇ, ବଡ଼କଥା କହୁ ଥିଲେ ସଂକ୍ରମଣ ସଂଖ୍ୟା ବଢିଲା ବେଳେ, କାହିଁକି ସେସବୁ ଭୁଲିଲେ |

Advertisement