Friday, November 6, 2026
ADVERTISEMENT
Home ବଲାଙ୍ଗୀର ଶାନ୍ତମୁଣ୍ଡାଛକରେ ଦୁର୍ଘଟଣା

ଶାନ୍ତମୁଣ୍ଡାଛକରେ ଦୁର୍ଘଟଣା

292
ADVERTISEMENT

ବଲାଙ୍ଗୀର,୨୭-୦୫(ସୁନୀଲ ତ୍ରିପାଠୀ):ବଲାଙ୍ଗୀରରୁ ବନ୍ଧପଡା ରୋଡ଼ରେ ଥିବା ଶାନ୍ତମୁଣ୍ଡା ଠାରେ ଏକ କାର ରାସ୍ତା କଡରେ ଥିବା ଗଛକୁ ପିଟିଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ପ୍ରତକ୍ଷଦର୍ଶୀ ମାନଙ୍କଠାରୁ ପ୍ରକାଶ ଯେ କାରରେ ଜଣେ ଡାକ୍ତର ତାଙ୍କ ପରିବାର ସହିତ ୪ ଜଣ ଯାଉଥିଲେ କିନ୍ତୁ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଛନ୍ତି l ସାମାନ୍ୟ ଖଣ୍ଡିଆ ଖବର ହେବା ସୂଚନା ହସ୍ତଗତ ହୋଇଛି l

Advertisement