Friday, November 6, 2026
ADVERTISEMENT
Home କନ୍ଧମାଳ ପ୍ରଥମକରି କିନ୍ନର ସମ୍ପ୍ରଦାୟଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ

ପ୍ରଥମକରି କିନ୍ନର ସମ୍ପ୍ରଦାୟଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ

650
ADVERTISEMENT

ବାଲିଗୁଡ଼ା ,୨୨/୫(ସୁରେଶ କୁମାର ପଣ୍ଡା):କନ୍ଧମାଳ ବାଲିଗୁଡ଼ା ସହରାଞ୍ଚଳରେ ପ୍ରଥମ କରି କିନ୍ନର ସମ୍ପ୍ରଦାୟଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି ଆଜି ସକାଳୁ ନିଜ ଘରରୁ ଭୋଗ ରାଗ ଧରି ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ଯାଇଥିଲେ ସେଠାରେ ଗୁରୁଙ୍କୁ ନିଜର ସତ୍ୟବାନ ରୂପେ ନେଇ ପୂଜାର୍ଚନା କରିଥିଲେ ଏ ବର୍ଷ କରୋନା ଭୁତାଣୁର ମହାମୁକାବିଲା ପାଇଁ ନିଜର ସାମାଜିକ ଦୂରତା ରକ୍ଷା କରି ପୂଜା କରିଥିଲେ I

Advertisement