Thursday, November 5, 2026
ADVERTISEMENT
Home କନ୍ଧମାଳ ଦିନକୁ ଦିନ ବଢ଼ିଚାଲିଛି ଉଠା ବ୍ୟବସାୟୀଙ୍କ ଦୋକାନ ବହୁ ଦୁର୍ଘଟଣାରେ ସାମ୍ମନା ହେଉଛନ୍ତି ଲୋକ

ଦିନକୁ ଦିନ ବଢ଼ିଚାଲିଛି ଉଠା ବ୍ୟବସାୟୀଙ୍କ ଦୋକାନ ବହୁ ଦୁର୍ଘଟଣାରେ ସାମ୍ମନା ହେଉଛନ୍ତି ଲୋକ

467
ADVERTISEMENT

ବାଲିଗୁଡ଼ା ,୨୨/୫(ସୁରେଶ କୁମାର ପଣ୍ଡା):କନ୍ଧମାଳ ବାଲିଗୁଡ଼ା ସହରାଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଉଠା ଦୋକାନି ମାନଙ୍କ ବ୍ୟବସାୟ ବାଲିଗୁଡ଼ା ସହରାଞ୍ଚଳରେ ଜାତୀୟ ରାଜପଥ ୫୯ ରାସ୍ତା ଯାତାୟାତ କରୁଛି ଉଭୟ ପାର୍ଶ୍ଵରେ ଉଠା ଦୋକାନୀ ବ୍ୟବସାୟ କରିବା ଦ୍ୱାରା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଆଜି ସକାଳୁ ଏକ ବୃଦ୍ଧା ସାବିତ୍ରୀ ଅମାବାସ୍ୟା ପାଇଁ ଫଳ କିଣିବାକୁ ଆସିଥିବା ବେଳେ ଏକ ମୋଟର ସାଇକଲ ଆସି ବାଡ଼େଇ ହୋଇଥିଲା ଘଟଣାରେ ବୃଦ୍ଧାଙ୍କ ଭୀଷଣ ଆହାତ ହେବା ସଙ୍ଗେ ଗୋଡ଼କୁ ମଧ୍ୟ ଆଘାତ ହୋଇଥିଲା ପିଡବ୍ଲୁଡ଼ି ଛକରେ ଏହି ଦୁର୍ଘଟଣା ହୋଇଥିଲା ଏହି ଛକରେ ବ୍ୟାଙ୍କ, ଅଫିସକୁ ଯାତାୟାତ କରିଥାନ୍ତି ଏହା ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ହେଉଛି I

Advertisement