ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ କ୍ଵରେଣ୍ଟାଇନ କେନ୍ଦ୍ରରେ ରଖାଗଲା

355
ADVERTISEMENT

କନ୍ଧମାଳ,୨୧-୦୫(ସୁରେଶ କୁମାର ପଣ୍ଡା):ବାଲିଗୁଡ଼ା ବ୍ଲକର ବିଭିନ୍ନ କ୍ଵରେଣ୍ଟାଇନ ସେଣ୍ଟରରେ ଆସିଥିବା ପ୍ରବାସୀ ଓଡ଼ିଆଙ୍କୁ ରଖାଗଲା ୧୦୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ କେନ୍ଦ୍ର ମଧ୍ୟରେ ପଞ୍ଜିକରଣ କରାଯାଇ ରଖାଯିବା ସହ କିଭଳି ରହିବେ ସେ ନେଇ ସଚେତନ କରାଇଛନ୍ତି ବାଲିଗୁଡ଼ା ତହସିଲଦାର କ୍ଷିରବ୍ଧ |

Advertisement