
କନ୍ଧମାଳ,୨୦-୦୫(ସୁରେଶ କୁମାର ପଣ୍ଡା):କରୋନା ପାଇଁ ବାଲିଗୁଡ଼ା ବ୍ଲକର ମିଡ଼ିଆକିଆ ପଞ୍ଚାୟତ ଏକ ବରିଷ୍ଠ ସମାଜ ସେବି ଗ୍ରାମାଞ୍ଚଳରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହ ସାମାଜିକ ଦୂରତା ରଖି ଯେ କୌଣସି କାର୍ଯ୍ୟ କରିବା ଆବଶ୍ୟକ ହେଲେ ଘରୁ ବାହାରିବା ଏନେଇ କହିବାସହ ମାସ୍କ ଓ ହାତ ସଫା କରିବା ପାଇଁ ସାବୁନ ଓ ସାନିଟାଇଜେର ବଣ୍ଟନ କରିଛନ୍ତି l





















