
କନ୍ଧମାଳ,୧୨-୦୫(ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଦେଶୀ ମହୁଲି ରନ୍ଧା ଯାଉଥିବାର ବାଲିଗୁଡ଼ା ପୋଲିସ ଖବର ପାଇ ଚଢ଼ାଉ କରି୧୨୦୦ସହ ଲିଟର ପୋଚ ନଷ୍ଟ କରିବା ସହ ୩0ଲିଟରମହୁଲି ଜବତ କରିଥିଲେ ବାଲିଗୁଡ଼ାର ଘଞ୍ଚ ଜଙ୍ଗଲକୁ ପ୍ରବେଶ କରି ଏଭଳି କାର୍ଯ୍ୟ କରିଥିବାରୁ କନ୍ଧମାଳ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂ ବାଲିଗୁଡ଼ା ଇନ ଚାର୍ଜ ପ୍ରବେଶନାଲ ଡ଼ିଏସପି ମନୋଜ ପୂଜାରୀଙ୍କୁ ତାଙ୍କର ଅକ୍ଲାନ୍ତ ପରିଶ୍ରମ କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣେଇଥିବାସହ ବାଲିଗୁଡ଼ା ପୋଲିସ ଟିମ ମଧ୍ୟ ଧନ୍ୟବାଦ ଜଣେଇଛନ୍ତି l





















