
କନ୍ଧମାଳ,୧୨-୦୫(ସୁରେଶ କୁମାର ପଣ୍ଡା):କ ନୂଆଗାଁ ବ୍ଲକ କୁଡୁତୁଳି ପଞ୍ଚାୟତରେ ଗରିବ ଓ ଅସହାୟଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିଲା ଏହି ରନ୍ଧାଖାଦ୍ୟ କିଛି ଗରିବ ଓ ଅସହାୟ ଲୋକଙ୍କ ପାଇଁ କରାଯାଇଥିଲା କିନ୍ତୁ ଉପଯୁକ୍ତ ଲୋକ ନ ଖାଇବାରୁ ବନ୍ଦ କରାଯାଇଥିଲା ଗ୍ରାମବାସୀ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ିଙ୍କୁ ଅଭିଯୋଗ କରିଥିଲେ ନିହାତି ଅସହାୟ ଓ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯିବାପାଇଁ ରନ୍ଧା ଖାଦ୍ୟକୁ ପୁନର୍ବାର ଜିଲ୍ଲାପାଳ ମହୋଦୟା ଅନୁମତି ଦେଇଥିବାରୁ ଗ୍ରାମବାସୀ ଧନ୍ୟବାଦ ଓ କୃତଜ୍ଞତା ଜଣେଇଛନ୍ତି l





















