କନ୍ଧମାଳମୁଖ୍ୟ ଖବର ଫସି ରହିଛନ୍ତି ୩0ପ୍ରବାସୀ ଓଡ଼ିଆ ଆସିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି । By Dunia Halchal - May 11, 2020 366 Share FacebookTwitterPinterestWhatsApp ADVERTISEMENT କନ୍ଧମାଳ,୧୧-୦୫(ସୁରେଶ କୁମାର ପଣ୍ଡା):କର୍ଣ୍ଣାଟକରେ ଫସିରହିଛନ୍ତି ୩0ପ୍ରବାସୀ ଓଡ଼ିଆ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି ଆମକୁ ଏହି ରାଜ୍ୟରୁ ଉଦ୍ଧାର କରିବା ନିମନ୍ତେ ଏମାନଙ୍କ ଘର ଜିଲ୍ଲା,ରାଇକିଆ,ଟିଆଙ୍ଗିଆ,ଆଡ଼ାସକୂପା,ରାଇକଲା,କଳିଙ୍ଗା ବହୁତ ଅସୁବିଧା ରହୁଛନ୍ତି । Advertisement