Thursday, November 5, 2026
ADVERTISEMENT
Home କନ୍ଧମାଳ ଖ୍ରୀଷ୍ଟିଆନ ସମାଜଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

ଖ୍ରୀଷ୍ଟିଆନ ସମାଜଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

360
ADVERTISEMENT

କନ୍ଧମାଳ,୧୧-୦୫(ସୁରେଶ କୁମାର ପଣ୍ଡା):ବାଲିଗୁଡ଼ା ବ୍ଲକ ବାରଖମା ପଞ୍ଚାୟତର ଖ୍ରୀଷ୍ଟିୟାନ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନାର ମହାମୁକାବିଲା ପାଇଁ ୨0000/ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଦେଇଛନ୍ତି ଏହାକୁ ଖ୍ରୀଷ୍ଟିୟାନ ସମାଜର ସଭାପତି ଲଳିତ କୁମାର ଦିଗାଳ, ଉପସଭାପତି ଉମେଶ ନାୟକ, ସମ୍ପାଦକ ପ୍ରକାଶ ନାୟକ, ସହସଂପାଦକ ଦିଗାଳ,କୋଷାଧ୍ୟକ୍ଷ ଖ୍ରୀଷ୍ଟଦାସ ଦିଗାଳ, ରଜନୀ କାନ୍ତ ଦିଗାଳ, ଓ ସମାଜର କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ ।

Advertisement