Friday, November 6, 2026
ADVERTISEMENT
Home କନ୍ଧମାଳ ରସି ଲଗାଇ ସ୍ତ୍ରୀର ଆତ୍ମହତ୍ୟା

ରସି ଲଗାଇ ସ୍ତ୍ରୀର ଆତ୍ମହତ୍ୟା

884
ADVERTISEMENT

କ ନୂଆଗାଁ୧୧-୦୫(କେ ନାଗେଶ୍ୱର ପାତ୍ର):ବାଲିଗୁଡ଼ା ଥାନା ମହାସିଙ୍ଗ ର ଗ୍ରାମରେ ଏକ ମହିଳା ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଶବବ୍ୟବଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ଆତ୍ମହତ୍ୟା କରିଥିବା ମହିଳାଙ୍କ ନାମ ପ୍ରେମଲତା ବେହେରା ସ୍ୱାମୀ ଲିଙ୍ଗରାଜ ବେହେରା ମହାସିଙ୍ଗ ମୃତ ମହିଳା ଗେଗୁର ପଦର ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ଥିଲେ ମହିଳା କଣ ପାଇଁ ଆତ୍ମହତ୍ୟା କରିଛନ୍ତି ଏହାର ପୁଂଖାନୁପୁଂଙ୍ଖ ତଦନ୍ତ କରାଯିବ ବୋଲି ବାଲିଗୁଡ଼ା ଅଧିକାରୀ ଭାରପ୍ରାପ୍ତ ସୂଚନା ଦେଇଛନ୍ତି l

Advertisement