Friday, November 6, 2026
ADVERTISEMENT
Home ବଲାଙ୍ଗୀର ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗଙ୍କ ଜନ୍ମ ଦିବସରେ ହାର୍ଦିକ ଅଭିନନ୍ଦନ l

ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗଙ୍କ ଜନ୍ମ ଦିବସରେ ହାର୍ଦିକ ଅଭିନନ୍ଦନ l

436
ADVERTISEMENT

ବଲାଙ୍ଗୀର୧୧-୦୫(ସୁନୀଲ ତ୍ରିପାଠୀ):ଆଜି ମାତୃ ଦିବସ ମଧ୍ୟ ଏବଂ ଆପଣବି ବର୍ତମାନ ଲୋଇସିଂହା ଜନତାଙ୍କ ପାଇଁ ସ୍ନେହ ମମତାର ସମାହାର ମା ଭଳିଆ l
ଲୋଇସିଂହାର ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଆପଣ ଗୋଟିଏ ମାଷ୍ଟେର ପ୍ଲାନ ପ୍ରସ୍ତୁତ କରି ଗୋଟିଏ ଗ୍ରୀନ ରିଭଲଟିଅନ ପାଇଁ ଚେଷ୍ଟା କରନ୍ତୁ, ଫସଲ ଉତ୍ପାଦନ ଠୁ ଆରମ୍ଭ କରି ଗୋପାଳନ, ଛେଳି ଚାଷ ଏବଂ ଏହାକୁ ନେଇ ବିଭିନ୍ନଅଗ୍ର ଇଣ୍ଡଷ୍ଟ୍ରି ସ୍ଥାପନ ଇତ୍ୟାଦି ଉପରେ ଗୁରୁତ୍ୱ ଦିଅନ୍ତୁ ଦେଖିବେ ଆପଣଙ୍କ ନିର୍ବାଚନ ମଣ୍ଡଳୀ ସାରା ଦେଶରେ ଏକ ଅଗ୍ରଣୀ ଅଞ୍ଚଳରୂପେ ଗଣା ଯିବ ଏବଂ ଜନତା ସ୍ୱଛଳତା ଏବଂ ସୁଖର ଜୀବନ ଅତିବାହିତ କରିବେ l

Advertisement