
କନ୍ଧମାଳ,୧୦-୦୫ (ସୁରେଶ କୁମାର ପଣ୍ଡା): କନ୍ଧମାଳ ଜ଼ିଲ୍ଲା ରେ ସାରାଦେସ କୋଭିଟି 19 ର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନତା କରାଯାଉଛି ଆଜି ଏକ ନୂତନ ଉପାୟ ରେ ଜନ ସାଧାରଣ ଙ୍କୁ ସଚେତନ କରିବାର ଦେଖିବାକୁ ମିଳିଲା ଏଭଳି ଏକ ପଦକ୍ଷେପ ନେଇଛନ୍ତି ତୁମୁଡିବନ୍ଧ ବ୍ଲକ ର ନାରାୟଣ ଆର୍ଟ ର ପ୍ରପାଇଟର ଶ୍ରୀ ନାରାୟଣ ଘଡ଼ାଇ ଓ ତାଙ୍କ ସହଯୋଗୀ ଦିଲ୍ଲୀପ ଓ କୋଟଗଡ଼ ବ୍ଲକ ର ଆର୍ଟ ମାଷ୍ଟର ଶ୍ରୀ ପୁର୍ଣଚନ୍ଦ୍ର ମହାରଣା ,, ପ୍ରତି ଗ୍ରାମ ରେ ପହଂଚି ସ୍କୁଲ କାନ୍ଥ, ଘର ର କାନ୍ଥ ରେ କୋଭିଡ଼ି 19 ର ଚିତ୍ରକଳା ଅଙ୍କନ କରି ଜନସାଧାରଣ ଙ୍କୁ ସଚେତନ କରିଛନ୍ତି , ଏହା ଦେଖି ବୁଦ୍ଧି ଯିବି ମହଲ ରେ ଖୁସି ଅଛନ୍ତି





















