Thursday, November 5, 2026
ADVERTISEMENT
Home ବଲାଙ୍ଗୀର ବିଶ୍ବ ମହାମାରୀ କୋରନା ବିରୁଦ୍ଧରେ ଲଢେଇ

ବିଶ୍ବ ମହାମାରୀ କୋରନା ବିରୁଦ୍ଧରେ ଲଢେଇ

240
ADVERTISEMENT

ବଲାଙ୍ଗୀର, ୮/୦୫ (ସୁନିଲ ତ୍ରିପାଠୀ): ବିଶ୍ବ ମହାମାରୀ କୋରନା ବିରୁଦ୍ଧରେ ଲଢେଇ ର ଆମେ ସମସ୍ତେ ଜଣେ ଜଣେ ସଜାଗ ଓ ସଂଯମ ଯୋଦ୍ଧା ସାମାଜିକ ଦୂରତା,ସଙ୍ଗରୋଧ, ସ୍ୱଚ୍ଛତା ଓ ସଚେତନତା କୁ ବଜାୟ ରଖି ଆମେ ନିଶ୍ଚୟ ବିଜୟୀ ହେବା, କିନ୍ତୁ ଏହା ଭିତରେ ଆମେ ଯେଉଁ ଲକ ଡାଉନ ର ସାମନା କରୁଛେ ସେଥିରେ ସମସ୍ତଙ୍କ ପାଇଁ ବାହାର କୁ ବାହାରି ନିଜ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ସମ୍ଭବ ହେଉନାହିଁ, ତାହାହେଲେ ମହିଳା ମାନେ କେମିତି କରୁଥିବେ ଏହା ଚିନ୍ତା କରି ମାହେଶ୍ୱରୀ ମହିଳା ସଦସ୍ୟା ମାନେ ଝିଅ ମାନଙ୍କ ଅସୁବିଧା କୁ ହୃଦୟଙ୍ଗମ କରି ବଲାଙ୍ଗୀର ସହର ନିକଟସ୍ଥ ବେହେରାପଲି ଠାରେ ୨୦୦ ରୁ ଅଧିକ ମହିଳା ଙ୍କୁ “ସାନିଟାରୀ ପେଡ” ଯୋଗେଇ ଦେଇ ସ୍ଵଛତା ଅବଲମ୍ବନ କରି ସୁରକ୍ଷିତ ରହିବାକୁ ଅନୁରୋଧ କରିଛୁ। ଏହା ଏକ ପ୍ରାୟସ ମାତ୍ର ଓ ଆଗକୁ ମଧ୍ୟ ଜାରି ରହିବ।

Advertisement