Thursday, November 5, 2026
ADVERTISEMENT
Home କନ୍ଧମାଳ ୮ ଜୁଆଡ଼ି ଗିରଫ: ଟଙ୍କା ମୋବାଇଲ,ମୋଟର ସାଇକଲ ଜବତ

୮ ଜୁଆଡ଼ି ଗିରଫ: ଟଙ୍କା ମୋବାଇଲ,ମୋଟର ସାଇକଲ ଜବତ

623
ADVERTISEMENT

କନ୍ଧମାଳ,୧୦-୦୫ (ସୁରେଶ କୁମାର ପଣ୍ଡା): ଫିରିଙ୍ଗିଆ ଥାନା ଦ୍ୱାରା ଗତକାଲି ରାତିରେ ଏକ ଘରେ ଜୁଆ ଖେଳ ଚାଲିଥିବା ବେଳେ ଫିରିଙ୍ଗିଆ ପୋଲିସ ଚଢ଼ାଉ କରିଥିଲେ ୮ ଜଣକୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକଲ, ନଗଦ ୨୬0୩୮ ଟଙ୍କା ଜବତ କରିଥିଲେ ଗିରଫ ହୋଇଥିବା୮ ଜଣ
1-ଶ୍ରାବଣ କୁମାର ନାୟକ (30), ପିତା ପଞ୍ଛାନନ ନାୟକ ଗ୍ରାମ -ନାହାଣଗାଁ ଥାନା ଫିରିଙ୍ଗିଆ 2-ନିରଞ୍ଜନ ଦିଗଲ, (28)ପିତା -ଖଗେଶ୍ୱର ଦିଗଲ, ଗ୍ରାମ -ଉପରପଡା,, 3-ବିନୋଦ କୁମାର ନାୟକ(39)ପିତା -ଅନାମ ନାୟକ ଗ୍ରାମ -ଡିଣ୍ଡିରାଗାଁ, ଥାନା ଫିରିଙ୍ଗିଆ, 4-ବୈରାଗୀ ଚରଣ ନାୟକ(46) ପିତା -ଆସ୍ତିକ ନାୟକ ଗ୍ରାମ -କୁଟିବାରି ଥାନା -ଫିରିଙ୍ଗିଆ 5-ନନ୍ଦୀ ମୁଖି,(38)ପିତା ବାଳକୃଷ୍ଣ ମୁଖି ଗ୍ରାମ ମୁଖି ସାହି, 6-ରୋହିତ ଦିଗଲ(35) ପିତା -ଘନଶ୍ୟାମ ଦିଗଲ ଗ୍ରାମ -କାଶିନୀପଦର ଥାନା ଫିରିଙ୍ଗିଆ,7- ମଣ୍ଟୁ ଦିଗଲ,(33) ପିତା -ଲଦ ଦିଗଲ, ଗ୍ରାମ -କାଶିନୀପଦର,8- ଭୁଭୁନି ଦିଗଲ(41) ପିତା -ଶୁଦ୍ର ଦିଗଲ, ଗ୍ରାମ କୁଇରିମାଣ୍ଡୁ, ଥାନା -ଗୋଛାପଡା ଙ୍କ ନାମରେ ଏକ ମାମଲା ନମ୍ବର ୩୬ /୨0ରୁଜୁ କରି ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମସୁନ୍ଦର ରାଓ କୋର୍ଟ ଚାଲାଣ କରିଥିଲେ I

Advertisement