Friday, September 25, 2026
ADVERTISEMENT
Home କନ୍ଧମାଳ କଡ଼ାସୁରକ୍ଷା ବଳରେ ସୀମାପାର କରାଇଲେ ବାଲିଗୁଡ଼ା ପୋଲିସ

କଡ଼ାସୁରକ୍ଷା ବଳରେ ସୀମାପାର କରାଇଲେ ବାଲିଗୁଡ଼ା ପୋଲିସ

1736
ADVERTISEMENT

ବାଲିଗୁଡ଼ା, ୦୨-୦୫(ସୁରେଶ କୁମାର ପଣ୍ଡା/ ଟିକି ଦଣ୍ଡିଆ) : କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ଆଜି ସୁରତରୁ ୬ଟି ବସ ଯୋଗେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ବାଲିଗୁଡ଼ା ପୋଲିସ କଡ଼ା ସୁରକ୍ଷା ବଳୟରେ ସୀମା କରାଇଥିଲେ I ପ୍ରବାସୀ ଓଡ଼ିଆଙ୍କ ମନରେ ବହୁତ ଖୁସି ମନୋଭାବ ଦେଖିବାକୁ ମିଳିଥିଲା ଓ ଜୟ ଜଗନ୍ନାଥଙ୍କୁ ସ୍ମରଣ କରୁଥିଲେ I

Advertisement