Wednesday, August 19, 2026
ADVERTISEMENT
Home ଜିଲ୍ଲା କଟକ କଟକ ସିଡିଏ ଅଞ୍ଚଳରୁ ନକଲି ସାନିଟାଇଜର ତିଆରି କାରଖାନାର ପର୍ଦ୍ଦାଫାଶ କଲେ କଟକ ଡ୍ରଗ୍ସ ଇନସ୍ପେକ୍ଟର...

କଟକ ସିଡିଏ ଅଞ୍ଚଳରୁ ନକଲି ସାନିଟାଇଜର ତିଆରି କାରଖାନାର ପର୍ଦ୍ଦାଫାଶ କଲେ କଟକ ଡ୍ରଗ୍ସ ଇନସ୍ପେକ୍ଟର ଓ ଅବକାରୀ ବିଭାଗ

559
ADVERTISEMENT

କଟକ,୨୯/୦୪ (ବୁବା ଦାସ) : ସିଡିଏ ସେକ୍ଟର ୧୧ ଅଞ୍ଚଳରେ ନକଲି ସାନିଟାଇଜର ତିଆରି କାରଖାନା ଠାବ । କଟକ ଡ୍ରଗ୍ସ ଇନସ୍ପେକ୍ଟର ଓ ଅବକାରୀ ବିଭାଗ ର ମିଳିତ ଉଦ୍ୟମରେ ଚଢାଉ କରାଯାଇଥିବା ସୂଚନା । ଚଢ଼ଉ ବେଳେ ସାନିଟାଇଜରର ପ୍ରସ୍ତୁତି ରେ ବ୍ୟବହୃତ ଲକ୍ଷ ଲକ୍ଷ ଟଙ୍କାର କେମିକାଲ ଓ ବୋତଲ ଜବତ । କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି ହେଉଥିଲା ଏହି ନକଲି ସାନିଟାଇଜର । 

Advertisement