Thursday, August 13, 2026
ADVERTISEMENT
Home ଆଞ୍ଚଳିକ କଟକରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।

କଟକରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।

4
ADVERTISEMENT

କଟକ,୧୩।୦୮(ଡ଼ି.ଏଚ ବ୍ୟୁରୋ):-କଟକ ସ୍ଥିତ ହୋଟେଲରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଇ ନାବାଳକ କଥା ହେବା ବାହାନାରେ ଛାତ୍ରୀଙ୍କୁ ହୋଟେଲକୁ ଡାକି ନେଇ ଏଭଳି କାଣ୍ଡ ଘଟାଇଥିବା କଟକ ବାଦାମବାଡ଼ିରେ ଥାନାରେ ଅଭିଯୋଗ ହୋଇଛି। ଏବଂ ପୋଲିସ ୨ ଜଣ ନାବାଳକ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ଥିବାବେଳେ ସେଥି ମଧ୍ୟରୁ ଜଣେ ପୀଡ଼ିତାଙ୍କ କଲେଜ ସହପାଠୀ ବୋଲି ସୂଚନା ।

Advertisement