Friday, September 18, 2026
ADVERTISEMENT
Home ଜିଲ୍ଲା ବଜ୍ରାଘାତରେ ମୃତ ପରିବାର ଲୋକଙ୍କୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସ୍ୱାନ୍ତନା

ବଜ୍ରାଘାତରେ ମୃତ ପରିବାର ଲୋକଙ୍କୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସ୍ୱାନ୍ତନା

459
ADVERTISEMENT

ବଲାଙ୍ଗୀର,୨୮।୪( ବିଶିକେଶନ ବେହେରା): ଗତ ଚାରିଦିନ ତଳେ ବଜ୍ରାଘାତରେ ପୁଇଁନ୍ତଳା ବ୍ଲକର ଛାକୋଡ଼ି ମାଲ ଗ୍ରାମ, ଛତା ପିପଲ ପଞ୍ଚାୟତର ଜଣେ ଚାଷୀ ଗଙ୍ଗାଧର ବସ୍ତିଆଙ୍କ ଦେହାନ୍ତ ହବା ଖବର ପାଇ ଗତକାଲି ଆମ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପୁଇଁନ୍ତଲା-ବ୍ଲକ ଶାଖାର ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସ୍ୱାନ୍ତନା ଦବା ସହ ପ୍ରସାଶନିକ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ ଏବଂ ସରକାରୀ ଯୋଜନା ମାଧ୍ୟମରେ ତାଙ୍କ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରାଗଲା ।

Advertisement