Friday, September 18, 2026
ADVERTISEMENT
Home ଜିଲ୍ଲା ପାଟଣାଗଡ଼ ବିଧାୟକଙ୍କ “କୋଭିଡି ୧୯” ୱାର୍ଡ ପରିଦର୍ଶନ

ପାଟଣାଗଡ଼ ବିଧାୟକଙ୍କ “କୋଭିଡି ୧୯” ୱାର୍ଡ ପରିଦର୍ଶନ

232
ADVERTISEMENT

ବଲାଙ୍ଗୀର ,୨୭ା୪(ଦେବବ୍ରତ ଗୁରୁ) : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ମେହେର ବେଲପଡା ବ୍ଲକ୍ ଅନ୍ତର୍ଗତ ବାଲିଖମାର, ମଣ୍ଡଳ, ତେତେଲମୁଡା, ଯୁବା, ଧୂମାଭଟା, ମଧ୍ୟପୁର, ଶୁଳେକେଲା, ଶିହିନୀ, ବାହାବଳ, କାନୁଟ ପଞ୍ଚାୟତ ମାନଙ୍କରେ ଚାଲିଥିବା COVID 19 isolation ୱାର୍ଡ ପରିଦର୍ଶନ କରିଥିଲେ ଏବଂ ଆଗାମୀ ଦିନରେ ବାହାର ରାଜ୍ୟକୁ ଯାଇଥିବା ଶ୍ରମିକ ମାନେ ଫେରିଲେ ସେମାନଙ୍କ ସମସ୍ତ ସୁବ୍ୟବସ୍ଥା କିପରି ହେବ ସେଥି ପ୍ରତି ଧ୍ୟାନ ଦେଇଥିଲେ ।

Advertisement