Friday, September 18, 2026
ADVERTISEMENT
Home କନ୍ଧମାଳ ଘରକୁ ଘର ଯାଇ ପୁସ୍ତକ ବାଣ୍ଟିଲେ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ

ଘରକୁ ଘର ଯାଇ ପୁସ୍ତକ ବାଣ୍ଟିଲେ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ

419
ADVERTISEMENT

କନ୍ଧମାଳ,୨୪।୪ (ସୁରେଶ କୁମାର ପଣ୍ଡା) : କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଛାତ୍ର ଛାତ୍ରୀଙ୍କ ଘରକୁ ଯାଇ ପୁସ୍ତକ ଦେବା ନିମନ୍ତେ ଏହା ପ୍ରଦାନ କରାଯାଇଛି ବାଲିଗୁଡ଼ା ବ୍ଲକ ରୁତୁଙ୍ଗିଆ ପଞ୍ଚାୟତ କାଟ୍ରିକିଆ ଗ୍ରାମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ବିଶେଶ୍ୱର ପ୍ରଧାନୀ, ଶିକ୍ଷକ ଶରତ ଚନ୍ଦ୍ର ପାଢ଼ୀ,ଶିକ୍ଷୟତ୍ରୀ ବନ୍ଦୀନି ମଳିକ ଓ ପ୍ରଭାତୀ ମଳିକ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚି ପୁସ୍ତକ ଦେବାସହ କରୋନା ପାଇଁ ଆବଶ୍ୟକ ହେଲେ ଘର ଭିତରୁ ବାହାରନ୍ତୁ ନ ହେଲେ ସୁରକ୍ଷିତ ରୁହନ୍ତୁ ଏନେଇ ସଚେତନ କରାଇଛନ୍ତି I

Advertisement