ADVERTISEMENT
Home ଜିଲ୍ଲା କଟକ ଓଡିଶା ନାରୀସେବା ସଂଘ ତରଫରୁ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ଓଡିଶା ନାରୀସେବା ସଂଘ ତରଫରୁ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

445
ADVERTISEMENT

କଟକ,୧୨/୪(ଗୁରୁ ପ୍ରସାଦ ଦାସ):ଓଡିଶା ନାରୀସେବା ସଂଘ ତରଫରୁ ସଭାପତି ଶ୍ରୀମତି ମନୋରମା ମହାପାତ୍ର ଜିଲ୍ଳାପାଳଙ୍କ ଜରିଆରେ କୋଭିଡ-୧୯ ରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଟ ୧,୦୦,୦୦୦.୦୦ଙ୍କା(ଏକ ଲକ୍ଷ) ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦାନ କରିଛନ୍ତି। ବର୍ତ୍ତମାନର ପରିସ୍ଥିତି ତଥା ସଂଘର ସଭାପତି ଙ୍କ ବରିଷ୍ଠତାକୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ନିଜେ ଯାଇ ତାଙ୍କ ଠାରୁ ଏହି ସହାୟତା ରାଶିର ଚେକ ଗ୍ରହଣ କରିଥିଲେ।

Advertisement