Sunday, September 20, 2026
ADVERTISEMENT
Home ଜିଲ୍ଲା ଆଗଲପୁର ବିଜୁଯୁବ ବାହିନୀ ତରଫରୁ ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୨୧000ଟଙ୍କା ପ୍ରଦାନ

ଆଗଲପୁର ବିଜୁଯୁବ ବାହିନୀ ତରଫରୁ ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୨୧000ଟଙ୍କା ପ୍ରଦାନ

400
ADVERTISEMENT

ବଲାଙ୍ଗୀର,୪।୪(ବିଶିକେଶନ ବେହେରା): ବଲାଙ୍ଗୀର ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ବ୍ଲକ ବିଜୁ ୟୁବବାହିନୀ ତରଫରୁ କୋରୋନା କୋଭିଡ଼ ୧୯ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୨୧000ଟଙ୍କା ଜିଲ୍ଲାପାଲଙ୍କ ଜରିଆରେ ପ୍ରଦାନ କରାଗଲା। ଆଗଲପୁର ବିଜୁଯୁବ ବାହିନୀ ବ୍ଲକ କୋଡ଼ିନେଟର ପ୍ରମୋଦ ବାରିକ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା,ବିଜୁଯୁବ ଜନତା ଦଲ ସଭାପତି ନାରାୟଣ ସାହୁ, ଓ ବିଜୁ ଯୁବ ବାହିନୀ ସଦସ୍ୟ ଗଣ ପିଣ୍ଟୁ ଯୋଶୀ,ବିକ୍ରମ ନନ୍ଦ, ବୁଦ୍ଧଦେବ ସାହୁ ,ଗୁରୁଦେବ ତାଣ୍ଡି,ସଂଯୋଗ ସାହୁ,ନିତ୍ୟାନନ୍ଦ ସାହୁ, ତ୍ରିଲୋଚନ ସାହୁ,ସୁଜିତ ଭୋଇ,ଭକ୍ତ ବାରିକ ଉପସ୍ଥିତ ଥିଲେ ।

Advertisement