ବଲାଙ୍ଗୀର,୪।୪( ସୁନିଲ ତ୍ରିପାଠୀ) : ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି , ଯେ କୌଣସି ପରିସ୍ଥିତି ହେଉ ରକ୍ତ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ । ଗତକାଲି ବଲାଙ୍ଗିର ବ୍ଲଡ଼ ବ୍ୟାଙ୍କରେ ରକ୍ତ ଅଭାବ ଖବର ପାଇ ସ୍ୱେଚ୍ଛାକୃତ ଭାବେ ଆମ ଅନୁଷ୍ଠାନ ବିଗହୁମେନର ତିନି ଜଣ ସଦସ୍ୟା ଏବଂ ତିନି ଜଣ ସଦସ୍ୟ ରକ୍ତ ଦାନ କରିଛନ୍ତି।ତା ସହ ଆମ ସୋନପୁର ଶାଖା ର ଜଣେ ସଦସ୍ୟ ରକ୍ତ ଦାନ କରି ସମୁଦାୟ ସାତୋଟି ଜୀବନ ବଞ୍ଚାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ସେ କହିଛନ୍ତି
ଆଗକୁ ମଧ୍ୟ ଆମର ପ୍ରୟାସ ଜାରି ରହିବ ।




















