Sunday, September 20, 2026
ADVERTISEMENT
Home ଜିଲ୍ଲା ଝଡ ବାତ୍ୟାରେ ପଡିଥିବା ବାଦୁଡ଼ି ପକ୍ଷୀଙ୍କୁ ଆହାର ପାଇଁ ନିଆଯାଉଛି

ଝଡ ବାତ୍ୟାରେ ପଡିଥିବା ବାଦୁଡ଼ି ପକ୍ଷୀଙ୍କୁ ଆହାର ପାଇଁ ନିଆଯାଉଛି

230
ADVERTISEMENT

ବଲାଙ୍ଗୀର,୩୧ା୩,( ସୁନିଲ ତ୍ରିପାଠୀ) : ଚୀନ ଲୋକ ସାପ,ବେଙ୍ଗ,ବାଦୁଡ଼ି,ଅସରୁପା, ଇତ୍ୟାଦିର ମାଂସ ଖାଇଲେ ଏବଂ ସେଥିଯୋଗୁଁ କରୋନା ବ୍ୟାପିଲା ବୋଲି ସାରା ଦୁନିଆ ତାଙ୍କୁ ଅମନୁଷ୍ୟ ବୋଲି ଗାଳି ଦେବା ବେଳେ ଏଠି ଆମ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଗ୍ରାମରେ ଗତକାଲି ଝଡ଼ ବର୍ଷା ହେବାରୁ ଗଛରୁ ନିରୀହ ବାଦୁଡ଼ି ଖସି ପଡ଼ିଥିଲେ। ସେମାନଙ୍କୁ ଏଇ ଅମନୁଷ୍ୟ ଆଶ୍ରୟ ଦେବେ କଣ। ବଡ଼ ଖୁସିରେ ବାନ୍ଧି ନେଉଛନ୍ତି ସୁସ୍ୱାଦୁ ମାଂସ ଭୋଜି କରିବେ ବୋଲି l


କରୋନା ବ୍ୟାପିବା ସତ୍ୱେ ଏହି ଅଞ୍ଚଳ ଲୋକମାନଙ୍କ ଜ୍ଞାନ ଉଦୟ ହୋଇପାରୁନାହିଁ l ଲକ ଡାଉନ ହୋଇସୁଦ୍ଧା ବୁଦ୍ଧି ବିବେକ ଟିକିଏ ଉଦ୍ରେକ ହୋଇପାରୁନାହିଁ l

Advertisement