Saturday, September 19, 2026
ADVERTISEMENT
Home ଜିଲ୍ଲା ମାନବିକତାର ପୁନଉଦ୍ଧାରରେ ଲାଗିପଡିଛନ୍ତି ଦମ୍ପତି

ମାନବିକତାର ପୁନଉଦ୍ଧାରରେ ଲାଗିପଡିଛନ୍ତି ଦମ୍ପତି

785
ADVERTISEMENT

ବଲାଙ୍ଗୀର,୩୧ା୩,(ବିଶିକେଶନ ବେହେରା) : ବଲାଙ୍ଗିର ରାମେଶ୍ୱର ନଗରର ଜଗନ୍ନାଥ ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ବିନୋଦ ମଞ୍ଜରୀ ମିଶ୍ର କରୋନା ମୁକାବିଲା ପାଇଁ ତାଙ୍କ ତିନିମାସର ଦରମା ଜିଲ୍ଲା ପ୍ରଶାସନକୁ ଦାନ କରିଥିବାବେଳେ।ଆଜି ସେ ନିଜେ ଆସି ଆମ ଅନୁଷ୍ଠାନ ବିଗହୁମେନକୁ ୫୧ ହଜାର ଟଙ୍କା ଏଭଳି ମୁହୂର୍ତ୍ତରେ ସାମାଜିକ କାର୍ଯ୍ୟ କରିବାପାଇଁ ଦାନ କରିଛନ୍ତି।. ତାଙ୍କୁ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଯାଇଛି ।

Advertisement