Sunday, September 20, 2026
ADVERTISEMENT
Home ଜିଲ୍ଲା ଆଇନ ଅମାନ୍ୟ କରି ଗତକାଲି୧୦୮ଓ ଆଜି ୬୩ଜଣ ଥାନାରେ ଅଟକ

ଆଇନ ଅମାନ୍ୟ କରି ଗତକାଲି୧୦୮ଓ ଆଜି ୬୩ଜଣ ଥାନାରେ ଅଟକ

295
ADVERTISEMENT

ବଲାଙ୍ଗୀର୍ ,୨୯ା୩(ସୁନିଲ ତ୍ରିପାଠୀ ): ପ୍ରଶାସନ ଏବଂ ପୋଲିସ୍ ର ବାରମ୍ବାର ସଚେତନତା ଓ ତାଗିଦ୍ ସତ୍ତ୍ୱେ ଲୋକେ ନିୟମ ମାନିବାକୁ ନାରାଜ। ଗତକାଲି ୧୦୮ ଅମାନ୍ୟକାରୀଙ୍କ ପରି ଆଜି ମଧ୍ୟ ବଲାଙ୍ଗୀର୍ ପୋଲିସ ୧୬ ଟି ପୃଥକ ସ୍ଥାନରେ ୬୩ ଜଣଙ୍କୁ ଗିରଫ୍ କରିଥିବାର ସୂଚନା ମିଳିଛି। ନିୟମକୁ କଡ଼ାକଡ଼ି ଭାବରେ ପାଳନ କରି ଘରେ ସୁରକ୍ଷିତ ରହିବାକୁ ବଲାଙ୍ଗୀର୍ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।

Advertisement