ଜିଲ୍ଲାବଲାଙ୍ଗୀର ବଲାଙ୍ଗୀର ଦୁର୍ଗାପୂଜା ଟ୍ରଷ୍ଟ ପକ୍ଷରୁମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧,୦୦୦ ଟଙ୍କାର ଚେକ ପ୍ରଦାନ By Dunia Halchal - March 29, 2020 217 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗୀର,୨୯ା୩(ବିଶିକେଶନ ବେହେରା): ଆଜି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟ ବଲାଙ୍ଗୀର ପକ୍ଷରୁ ଜିଲ୍ଲାପାଳ ଠାରେ ୫୧,୦୦୦ ଟଙ୍କାର ଚେକ ପ୍ରଦାନ କରିଛନ୍ତି । Advertisement