ବଲାଙ୍ଗୀର,୨୯ା୩(ଦେବବ୍ରତ ଗୁରୁ) : ଯେଉଁମାନେ ନିଜ ପରିବାର କୁ ଛାଡି ତଥା ଟାଣ ଖରାରେ ନିଜ ଜୀବନକୁ ବାଜି ଲଗେଇ ଆମ ପାଇଁ ଦିନରାତି ଜଗି ରହିଛନ୍ତି ଆମ ପୋଲିସ, ସାମ୍ବାଦିକ, ଆମ୍ବୁଲାନ୍ସ ଚାଲାକ ଭାଇ ମାନେ, ଆଜି ସେହି ମହାନ ବ୍ୟକ୍ତିବିଶେଷ ମାନଙ୍କ ବିଶେଷ ଧନ୍ୟବାଦ । ବିଗହୁମେନ ଫାଉଣ୍ଡେସନର ଛୋଟିଆ ପ୍ରୟାସ, ବଲାଙ୍ଗିର ସହର ବୁଲି ବୁଲି କାର୍ଯ୍ୟରତଙ୍କ ପାଇଁ ଗ୍ଲୁକୋଷ, ଥଣ୍ଡା ପାଣି, ବିସ୍କୁଟର ବ୍ୟବସ୍ଥା କରିଛନ୍ତି । ଆଗକୁ ମଧ୍ୟ ଏ ପ୍ରୟାସ ଜାରି ରହିବ ।





















