Friday, September 18, 2026
ADVERTISEMENT
Home ଜିଲ୍ଲା କର୍ତ୍ତବ୍ୟ ଫାଉଣ୍ଡେସନ ତରଫରୁ ଅସହାୟ ଅଜୀବଜନ୍ତୁଙ୍କ ଖାଦ୍ୟ ପ୍ରଦାନ

କର୍ତ୍ତବ୍ୟ ଫାଉଣ୍ଡେସନ ତରଫରୁ ଅସହାୟ ଅଜୀବଜନ୍ତୁଙ୍କ ଖାଦ୍ୟ ପ୍ରଦାନ

223
ADVERTISEMENT

ବଲାଙ୍ଗୀର,୨୮ା୩ ( ସୁନିଲ ତ୍ରିପାଠୀ): ସମ୍ଭବ ନୁହେଁ ସହ ସହ ବେସାହାରା ଗୋବଂଶ ଏବଂ କୁକୁର ଙ୍କ ଭୋକ ଓ ଶୋଷ ମେଣ୍ଟାଇବା, ଲକ ଡାଉନ୍ ର ମଧ୍ୟ କର୍ତ୍ତବ୍ୟ ଫାଉଣ୍ଡେସନ ଯଥାଶକ୍ତି ପ୍ରୟାସ କରୁଛି। ଏବଂ ସମଗ୍ର ଅଞ୍ଚଳବାସୀଙ୍କୁ ନିବେଦନ କରି କହିଛନ୍ତି ; ଅସହାୟ ଜୀବଜନ୍ତୁଙ୍କୁ ଭୋକରୁ ମୁକ୍ତି ଦେବାପାଇଁ ହେ ମାନବ ! ହେ ସୃଷ୍ଟି ର ଅଦ୍ଵିତୀୟ ରଚନା ! ଏହି ନିରୀହ ପ୍ରାଣୀ ଙ୍କ ଉପରେ ଦୟା କରନ୍ତୁ… ନିଜ ଘର ସାମ୍ନା ରେ ଜଳକୁଣ୍ଡର ବ୍ୟବସ୍ତା କରନ୍ତୁ.. କିଛି ବଳକା ଖାଦ୍ୟ, ପେଜ, ତୋରାଣି, ରୁଟି, ପରିବା ଇତ୍ୟାଦି ଗାଈ, କୁକୁର ଙ୍କୁ ଖାଇବାକୁ ଦିଅନ୍ତୁ ।

Advertisement