ବଲାଙ୍ଗୀର,୨୭ା୩(ବିଶିକେଶନ ବେହେରା): ଗତକାଲି ସୁବର୍ଣ ପୁର ଜିଲ୍ଲା ଉଲୁଣ୍ତା ଠାରେ ସ୍ଥାନିୟ ଥାନା ଅଧିକାରୀ ବିଧୁ ଭୁଷଣ ପୁଟାଙ୍କ ନେତ୍ରୁତ୍ବରେ ପୋଲିସ୍ ବାହିନୀ କରୋନା ସଚେତନତା ରାଲି କରିଥିଲେ।ବିଭିନ୍ନ ଆଳ ଦେଖାଇ ପଦାକୁ ଆସୁଥିବା ଜନ ସାଧାରଣଙ୍କୁ ,ରୋଗର ଭୟାବହତା ଏବଂ ଘର ଭିତରେ ରହିବା ପାଇଁ ଲୋକଙ୍କୁ ଅନୁରୋଧ କରିବାର ଦେଖାଯାଇଥିଲା ଆହୁରି ମଧ୍ୟ ଅମାନିଆ ଗାଡି ଚାଳକ ମାନଙ୍କ ଗାଡି ଜବତ୍ କରିବାର ଦେଖା ଯାଇଥିଲା।




















