Monday, September 21, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗିର ଲକ ଡାଉନର ସ୍ଥିତି

ବଲାଙ୍ଗିର ଲକ ଡାଉନର ସ୍ଥିତି

215
ADVERTISEMENT

ବଲାଙ୍ଗୀର,୨୭ା୩(ବିଶିକେଶନ ବେହେରା) : କରୋନା ମୁକାବିଲାରେ ବଲାଙ୍ଗିର ଲକ ଡାଉନ l ବଦଳି ଯାଇଛି ବଲାଙ୍ଗିର ସହରର ସଂପୂର୍ଣ୍ଣ ଚିତ୍ର l ଜୀବନ ଯାତ୍ରା ଠପ l ସହରର ଚାରିଆଡ଼େ ଲାଗୁଛି ଖାଁ ଖାଁ l ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି l ଅତି ଆବଶ୍ୟକ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି l ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି l ଅନାବଶ୍ୟକ ଭାବେ ଯେଉଁ ଲୋକ ମାନେ ବାହାରକୁ ଆସୁଛନ୍ତି ସେମାନଙ୍କୁ ପୋଲିସ ବୁଝା ସୁଝା କରି ସଚେତନ କରାଉଛନ୍ତି l ବଜାର ଭିତରେ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରୟାସ ଜାରି ରଖିଛି ଜିଲ୍ଲା ପ୍ରଶାସନ l ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବ୍ୟାଙ୍କ କର୍ମଚାରୀ, ମେଡିକାଲରେ ନିୟୋଜିତ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ମାନେ ସୁଚାରୁ ରୂପେ ଲୋକଙ୍କୁ ସେବା ଯୋଗାଉଛନ୍ତି l

Advertisement